Advertisment

ଅଣ୍ଡର କରେଣ୍ଟ ବୁଝି ପାରିଲାନି ବିଜେଡି

ଅତ୍ୟଧିକ ଆତ୍ମବିଶ୍ୱାସ ନା ଆତ୍ମବଡ଼ିମା? କେଉଁଥିପାଇଁ ବିଜେଡିକୁ ପରାଜୟ ଦେଖିବାକୁ ପଡ଼ିଲା? ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦଳର ଆତ୍ମବିଶ୍ୱାସ ଏତେ ବଢ଼ିଯାଇଥିଲା ଯେ, କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା। ଯାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଲା।

author-image
Debendra Prusty
ଅଣ୍ଡର କରେଣ୍ଟ ବୁଝି ପାରିଲାନି ବିଜେଡି

under current

ଅତ୍ୟଧିକ ଆତ୍ମବିଶ୍ୱାସ ନା ଆତ୍ମବଡ଼ିମା? କେଉଁଥିପାଇଁ ବିଜେଡିକୁ ପରାଜୟ ଦେଖିବାକୁ ପଡ଼ିଲା? ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦଳର ଆତ୍ମବିଶ୍ୱାସ ଏତେ ବଢ଼ିଯାଇଥିଲା ଯେ, କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା। ଯାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଲା।

Advertisment

BjD Naveen Patnaik Dhamnagar Byeelection