ଅଣ୍ଡର କରେଣ୍ଟ ବୁଝି ପାରିଲାନି ବିଜେଡି

ଅତ୍ୟଧିକ ଆତ୍ମବିଶ୍ୱାସ ନା ଆତ୍ମବଡ଼ିମା? କେଉଁଥିପାଇଁ ବିଜେଡିକୁ ପରାଜୟ ଦେଖିବାକୁ ପଡ଼ିଲା? ତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦଳର ଆତ୍ମବିଶ୍ୱାସ ଏତେ ବଢ଼ିଯାଇଥିଲା ଯେ, କିଛି ବି ଶୁଣିବାକୁ ପ୍ରସ୍ତୁତ ନଥିଲା। ଯାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଲା।