Advertisment

ମନ୍ତ୍ରୀଙ୍କ ଗଡ଼ରେ ବିଜେଡି ଦୁଇଫାଳ

ପଦଯାତ୍ରା କଲେ ନେତାଙ୍କ ବିରୋଧରେ ଗର୍ଜିଲେ। ନିଜ ଚାପା ଅସନ୍ତୋଷକୁ ପଦାରେ ପକାଇଲେ। ଫଳରେ ବିଜେଡିରେ ଯେ ସବୁକିଛି ଠିକ ଚାଲି ନାହିଁ ତାହା ସ୍ପଷ୍ଟ ହେଲା। ବିଜେପୁର ନିର୍ବାଚନ ମଣ୍ଡଳିର ଗାଏସେଲଟଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାରେ ବିଷ ଓଗାଳିଲେ କର୍ମୀ। ମନ୍ତ୍ରୀ ରିତା ସାହୁଙ୍କ ବିରୋଧରେ ସ୍ୱର ଉଠିଛି।

author-image
Debendra Prusty
ମନ୍ତ୍ରୀଙ୍କ ଗଡ଼ରେ ବିଜେଡି ଦୁଇଫାଳ

rita sahu

ପଦଯାତ୍ରା କଲେ ନେତାଙ୍କ ବିରୋଧରେ ଗର୍ଜିଲେ। ନିଜ ଚାପା ଅସନ୍ତୋଷକୁ ପଦାରେ ପକାଇଲେ। ଫଳରେ ବିଜେଡିରେ ଯେ ସବୁକିଛି ଠିକ ଚାଲି ନାହିଁ ତାହା ସ୍ପଷ୍ଟ ହେଲା। ବିଜେପୁର ନିର୍ବାଚନ ମଣ୍ଡଳିର ଗାଏସେଲଟଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାରେ ବିଷ ଓଗାଳିଲେ କର୍ମୀ। ମନ୍ତ୍ରୀ ରିତା ସାହୁଙ୍କ ବିରୋଧରେ ସ୍ୱର ଉଠିଛି।

Advertisment

Bijepur Bjd Dissident Bjd Rita Sahu Minister