raju das
Advertisment
ବିଜୁ ଜନତା ଦଳରେ ବିଦ୍ରୋହ କରି ବହିଷ୍କୃତ ହୋଇଥିବା ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବା ରାଜୁ ଦାସ କରିବେ କଣ? ଦଳ ତାଙ୍କୁ ଫେରେଇ ଆଣିବ ନା ସେ ବିଜେପି ଆଡ଼େ ମୁହାଁଇବେ? ନିର୍ବାଚନରେ ବିଜେଡି ହାରିବା ପରେ ରାଜୁଙ୍କୁ ନେଇ ଏବେ ଚା ଖଟିରୁ ଆରମ୍ଭ କରି ଛକ ବଜାର ଯାଏ ସବୁଆଡ଼େ ଚର୍ଚ୍ଚା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/raju-das.jpg)