Advertisment

ଗଳି ପଡ଼ିବା ପାଇଁ ଗାତ ଖୋଳିଛି ବିଜେଡି?

ଗତ ନିର୍ବାଚନରେ ଧାମନଗର ଆସନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ରାଜୁ ବାବୁ। ତେବେ ହାରିବା ଦିନଠୁ କର୍ମୀଙ୍କ ସହ ରହି ସୁଖ ଦୁଃଖ ବାଣ୍ଟିଥିଲେ। ୨୦୨୪ ପାଇଁ ଫିଲଡ୍ ପ୍ରସ୍ତୁତ କରୁଥିଲେ। ହେଲେ ହଠାତ୍ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ହେଉଥିବା ଉପ ନିର୍ବାଚନରେ ରାଜୁ ବାବୁ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡଲେ। ହେଲେ ରାଜନୀତର ଚକ୍ରବ୍ୟୁହରେ ତାଙ୍କୁ କାଟି ଦିଆଗଲା।

author-image
Debendra Prusty
ଗଳି ପଡ଼ିବା ପାଇଁ ଗାତ ଖୋଳିଛି ବିଜେଡି?

bjd

ଗତ ନିର୍ବାଚନରେ ଧାମନଗର ଆସନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ରାଜୁ ବାବୁ। ତେବେ ହାରିବା ଦିନଠୁ କର୍ମୀଙ୍କ ସହ ରହି ସୁଖ ଦୁଃଖ ବାଣ୍ଟିଥିଲେ। ୨୦୨୪ ପାଇଁ ଫିଲଡ୍ ପ୍ରସ୍ତୁତ କରୁଥିଲେ। ହେଲେ ହଠାତ୍ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ହେଉଥିବା ଉପ ନିର୍ବାଚନରେ ରାଜୁ ବାବୁ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡଲେ। ହେଲେ ରାଜନୀତର ଚକ୍ରବ୍ୟୁହରେ ତାଙ୍କୁ କାଟି ଦିଆଗଲା।

Advertisment

Naveen Patnaik Bjd Politics Dhamnagar Bye Poll