Advertisment

ପ୍ରଦୀପଙ୍କ ପତିଆରାକୁ ବିଜେଡିର ଡର!

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ। ବିଜେଡି ନେତା ଧର୍ମରାଜ ରେଡ୍ଡି କଲେ ବିରୋଧ। ଗୋପବନ୍ଧୁଙ୍କ ପରି ଧର୍ମରାଜ ମଧ୍ୟ ବିଜେଡି ଟିକେଟ ଆଶାୟୀ। ବିଦା ହୋଇ ମଧ୍ୟ ବଢୁଛି କି ପ୍ରଦୀପଙ୍କ ପତିଆରା?

author-image
Debendra Prusty
ପ୍ରଦୀପଙ୍କ ପତିଆରାକୁ ବିଜେଡିର ଡର!

pradip

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ। ବିଜେଡି ନେତା ଧର୍ମରାଜ ରେଡ୍ଡି କଲେ ବିରୋଧ। ଗୋପବନ୍ଧୁଙ୍କ ପରି ଧର୍ମରାଜ ମଧ୍ୟ ବିଜେଡି ଟିକେଟ ଆଶାୟୀ। ବିଦା ହୋଇ ମଧ୍ୟ ବଢୁଛି କି ପ୍ରଦୀପଙ୍କ ପତିଆରା?

Advertisment

Gopalpur Bjd Dharmaraj Pradip Panigrahi Biju Janata Dal