ବିଜେଡିକୁ ଅଜଣା ଅନୁଦାନ

ରାଜନୈତିକ ଦଳଙ୍କୁ କେଉଁଠୁ ମିଳୁଛି ଟଙ୍କା ? କିଏ ଦେଉଛନ୍ତି କୋଟି କୋଟି ଟଙ୍କାର ଅନୁଦାନ ? କେମିତି ବଢୁଛି ଦଳୀୟ ଟ୍ରେଜେରୀ ? କାହା ଅର୍ଥରେ ଦଳୀୟ ପ୍ରଚାର କରୁଛନ୍ତି ରାଜନେତା ?