Advertisment

ଚାଷୀ ବିଜେଡିକୁ ପାଣି ପିଆଇ ଦେଲେଣି!

ପ୍ରଥମେ ଜିଲ୍ଲାପାଳ କହିଲେ ଡିସେମ୍ବର ୧ରୁ ଆରମ୍ଭ ହେବ ଧାନ ସଂଗ୍ରହ। ପରେ ତାରିଖକୁ ୭ ଦିନ ଆଗୁଆ କରି ନଭେମ୍ବର ୨୫କୁ ଧାର୍ଯ୍ୟ କଲେ। ଏହାପରେ ବି ଆଉ ଥରେ ବଦଳିଲା ତାରିଖ। ଏଥର ରାଜ୍ୟ ସରକାର ଧାର୍ଯ୍ୟ କଲେ ସମୟ। ଜିଲ୍ଲାପାଳଙ୍କୁ ଚିଠି କରି ୨୧ ତାରିଖକୁ ଧାନ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଲା ଖାଦ୍ୟ ଯୋଗାଣ ବିଭାଗ। ସେଇ ଅନୁସାରେ ପଦ୍ମପୁରରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଆଉ ମଣ୍ଡିରେ ଆରମ୍ଭ ହୋଇଛି […]

author-image
Debendra Prusty
ଚାଷୀ ବିଜେଡିକୁ ପାଣି ପିଆଇ ଦେଲେଣି!

chasi

ପ୍ରଥମେ ଜିଲ୍ଲାପାଳ କହିଲେ ଡିସେମ୍ବର ୧ରୁ ଆରମ୍ଭ ହେବ ଧାନ ସଂଗ୍ରହ। ପରେ ତାରିଖକୁ ୭ ଦିନ ଆଗୁଆ କରି ନଭେମ୍ବର ୨୫କୁ ଧାର୍ଯ୍ୟ କଲେ। ଏହାପରେ ବି ଆଉ ଥରେ ବଦଳିଲା ତାରିଖ। ଏଥର ରାଜ୍ୟ ସରକାର ଧାର୍ଯ୍ୟ କଲେ ସମୟ। ଜିଲ୍ଲାପାଳଙ୍କୁ ଚିଠି କରି ୨୧ ତାରିଖକୁ ଧାନ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଲା ଖାଦ୍ୟ ଯୋଗାଣ ବିଭାଗ। ସେଇ ଅନୁସାରେ ପଦ୍ମପୁରରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି। ଆଉ ମଣ୍ଡିରେ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା।

Advertisment

Naveen Patnaik BjD Farmer Politics