Advertisment

’ବିଜେଡି ସରକାର ଥପ୍ପା ମରା ସରକାର’

ଏ ସରକାର କେବଳ ଥପ୍ପା ମରା ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଘର ହେବ କିନ୍ତୁ ମୋହର ବାଜିବ ବିଜୁ ଜନତା ଦଳ ନାଁରେ। ଏ ସରକାର ଭ୍ରଷ୍ଟାଚାର ସରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

’ବିଜେଡି ସରକାର ଥପ୍ପା ମରା ସରକାର’

nadda

Advertisment

ଏ ସରକାର କେବଳ ଥପ୍ପା ମରା ସରକାର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଘର ହେବ କିନ୍ତୁ ମୋହର ବାଜିବ ବିଜୁ ଜନତା ଦଳ ନାଁରେ। ଏ ସରକାର ଭ୍ରଷ୍ଟାଚାର ସରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Advertisment

Stamping Govt Bjd Govt Thappa Govt Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe