ବିଜେଡି ଗଢୁଛି କି ଗୁଣ୍ଡାବାହିନୀ?

ହାତରେ ମୋଟା ଷ୍ଟିକ୍, ମୁହଁରେ ଅନର୍ଗଳ ଅସଭ୍ୟ ଭାଷା। ଦଳେ ଅସାମାଜିକ ସହପାଠୀଙ୍କୁ ଧରି ନିରୀହ ଜୁନିୟର ଛାତ୍ରଛାତ୍ରୀଙ୍କୁ ଚାଲିଛି ରାଗିଂ। ସେ ରାଗିଂ ନଥିଲା ତ, ଦିଆଯାଉଥିଲା ମାନସିକ ଓ ଶାରୀରିକ ନିର୍ଯ୍ୟାତନା।