Advertisment

ବାଲିଯାତ୍ରା ପାଇଁ ଦୁଇ ଫାଳ ବିଜେଡି!

ଦୁଇଜଣ ପୂର୍ବତନ ବିଧାୟକ, ଗୋଟିଏ ଦଳ, ହେଲେ ସ୍ୱର ଭିନ୍ନଭିନ୍ନ। ଜଣେ ବାଲିଯାତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ କରୁଛନ୍ତି। ଆଉ ଜଣେ ନବୀନକୁ ଦେଉଛନ୍ତି ସଫଳ ବାଲିଯାତ୍ରର ଶ୍ରେୟ। ବାଲିଯାତ୍ରାକୁ ନେଇ କଟକ ବିଜେଡିର ଦୁଇ ବଡ଼ ନେତାଙ୍କ ଭିନ୍ନ ମତ କଟକ ବିଜେଡିରେ ଅଲ ଇଜ ନଟ ୱେଲ ଥିବା ଦର୍ଶାଉଛି।

author-image
Debendra Prusty
ବାଲିଯାତ୍ରା ପାଇଁ ଦୁଇ ଫାଳ ବିଜେଡି!

ctc bjd

ଦୁଇଜଣ ପୂର୍ବତନ ବିଧାୟକ, ଗୋଟିଏ ଦଳ, ହେଲେ ସ୍ୱର ଭିନ୍ନଭିନ୍ନ। ଜଣେ ବାଲିଯାତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ କରୁଛନ୍ତି। ଆଉ ଜଣେ ନବୀନକୁ ଦେଉଛନ୍ତି ସଫଳ ବାଲିଯାତ୍ରର ଶ୍ରେୟ। ବାଲିଯାତ୍ରାକୁ ନେଇ କଟକ ବିଜେଡିର ଦୁଇ ବଡ଼ ନେତାଙ୍କ ଭିନ୍ନ ମତ କଟକ ବିଜେଡିରେ ଅଲ ଇଜ ନଟ ୱେଲ ଥିବା ଦର୍ଶାଉଛି।

Advertisment

BjD Bjd On Baliyatra Balijatra