ctc bjd
Advertisment
ଦୁଇଜଣ ପୂର୍ବତନ ବିଧାୟକ, ଗୋଟିଏ ଦଳ, ହେଲେ ସ୍ୱର ଭିନ୍ନଭିନ୍ନ। ଜଣେ ବାଲିଯାତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ କରୁଛନ୍ତି। ଆଉ ଜଣେ ନବୀନକୁ ଦେଉଛନ୍ତି ସଫଳ ବାଲିଯାତ୍ରର ଶ୍ରେୟ। ବାଲିଯାତ୍ରାକୁ ନେଇ କଟକ ବିଜେଡିର ଦୁଇ ବଡ଼ ନେତାଙ୍କ ଭିନ୍ନ ମତ କଟକ ବିଜେଡିରେ ଅଲ ଇଜ ନଟ ୱେଲ ଥିବା ଦର୍ଶାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/ctc-bjd.jpg)