ବିଜେଡିକୁ ଅଡୁଆ ଇଡି!

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିପାରେ ଆଉ ଏକ ଝଟକା। ଅର୍ଚ୍ଚନା ନାଗ ମାମଲାରେ ଚର୍ଚ୍ଚାରେ ଥିବା ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଲିକାରେ ଅଛନ୍ତି ବିଜେଡିର ଟାଣୁଆ ନେତା।