Advertisment

ବିଜେଡିକୁ ଅଡୁଆ ଇଡି!

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିପାରେ ଆଉ ଏକ ଝଟକା। ଅର୍ଚ୍ଚନା ନାଗ ମାମଲାରେ ଚର୍ଚ୍ଚାରେ ଥିବା ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଲିକାରେ ଅଛନ୍ତି ବିଜେଡିର ଟାଣୁଆ ନେତା।

author-image
Debendra Prusty
ବିଜେଡିକୁ ଅଡୁଆ ଇଡି!

bjd ed

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିପାରେ ଆଉ ଏକ ଝଟକା। ଅର୍ଚ୍ଚନା ନାଗ ମାମଲାରେ ଚର୍ଚ୍ଚାରେ ଥିବା ନେତାଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଲିକାରେ ଅଛନ୍ତି ବିଜେଡିର ଟାଣୁଆ ନେତା।

Advertisment

BjD Sex Scandal Ed Archana Naga