Advertisment

ବିଜେଡି ନେତାଙ୍କୁ ଭାଲୁ ଡର!

ବିଜେଡିର ଦଳୀୟ ସଭାରେ କୋରାପୁଟର ଦୁଇ ବରିଷ୍ଠ ରାଜନେତା ସିଧାସଳଖ ଟାର୍ଗେଟ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ। ବିଧାନସଭାରେ ତାରାଙ୍କ ଅସଭ୍ୟ ଆଚରଣ କାରଣରୁ କୋରାପୁଟ ଜିଲ୍ଲା ତଥା ଜୟପୁର ନିର୍ବାଚନମଣ୍ଡଳୀ ସାରା ରାଜ୍ୟରେ ଲଜ୍ଜିତ ହେଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି।

ବିଜେଡି ନେତାଙ୍କୁ ଭାଲୁ ଡର!

bhalu

Advertisment

ବିଜେଡିର ଦଳୀୟ ସଭାରେ କୋରାପୁଟର ଦୁଇ ବରିଷ୍ଠ ରାଜନେତା ସିଧାସଳଖ ଟାର୍ଗେଟ କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ। ବିଧାନସଭାରେ ତାରାଙ୍କ ଅସଭ୍ୟ ଆଚରଣ କାରଣରୁ କୋରାପୁଟ ଜିଲ୍ଲା ତଥା ଜୟପୁର ନିର୍ବାଚନମଣ୍ଡଳୀ ସାରା ରାଜ୍ୟରେ ଲଜ୍ଜିତ ହେଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି।

Advertisment

BjD Congress Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe