୭୦ କୋଟିର କାରବାର!

ଅର୍ଚ୍ଚନା ନାଗ ମାମଲାରେ ପଲିଟିକାଲ ଛୁଙ୍କ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଅର୍ଚ୍ଚନାଙ୍କ ଗଙ୍ଗାରେ ବହୁ ନେତା ଗାଧୋଇଛନ୍ତି ବୋଲି ବୟାନ ଦେଇଛନ୍ତି। ବିଜେଡି ଓ ବିଜେପିର ବହୁ ନେତା ଏଥିରେ ସାମିଲ। ବିଜେଡି ପାଖରେ ଟଙ୍କା ରହିଛି, ସେସବୁ ଅର୍ଚ୍ଚନାଙ୍କ ପାଖରେ ଖର୍ଚ୍ଚ ହୋଇଛି।