/odisha-reporter/media/post_attachments/uploads/2022/10/archana-6.jpg)
archana
ଅର୍ଚ୍ଚନା ନାଗ ମାମଲାରେ ପଲିଟିକାଲ ଛୁଙ୍କ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଅର୍ଚ୍ଚନାଙ୍କ ଗଙ୍ଗାରେ ବହୁ ନେତା ଗାଧୋଇଛନ୍ତି ବୋଲି ବୟାନ ଦେଇଛନ୍ତି। ବିଜେଡି ଓ ବିଜେପିର ବହୁ ନେତା ଏଥିରେ ସାମିଲ। ବିଜେଡି ପାଖରେ ଟଙ୍କା ରହିଛି, ସେସବୁ ଅର୍ଚ୍ଚନାଙ୍କ ପାଖରେ ଖର୍ଚ୍ଚ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
