ଆଜି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଯେଉଁ ଦୁର୍ନୀତି ବିରୋଧୀ ମନ୍ତବ୍ୟ ଦେଇଛନ୍ତି ସେ କଥା ଆମେ ୧୦ ବର୍ଷ ଧରି କହି ଆସିଛୁ। କେବଳ ସେ ନୁହେଁ ସାରା ଓଡ଼ିଶାରେ ଏଭଳି ସ୍ଥିତି। ତାଙ୍କରି ଦଳର ନେତା ଏବେ ଦୁର୍ନୀତି ବିରୋଧରେ କହିବା ଆରମ୍ଭ କଲେଣି। ଆଗକୁ ଆହୁରି ତାଙ୍କ ଦଳର ଅନେକ ନେତା ଅନେକ କଥା ବାହାରକୁ ଆଣିବେ। ଯେତେବେଳେ ଶାସନ କ୍ଷମତାରେ ଥିଲେ ସେତେବେଳେ ଏକଥା ସଞ୍ଜୟ କହିଥିଲେ ଭଲ ହେଇଥାନ୍ତା। କିନ୍ତୁ ଆଗକୁ ବିଜେଡ଼ିରୁ ବହୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।
https://youtu.be/LbJpvlrpi2I
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୦ ଶିଶୁ ଜଳିଯିବା ଘଟଣା; କ୍ଷତିପୂରଣ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଏହି ଘଟଣାକୁ ଅତି ଗୁରୁତର ସହ ନେଇଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।
National
ଜିରି ନଦୀରୁ ମିଳିଲା ୩ ମହିଳାଙ୍କ ମୃତଦେହ, ୫ ଦିନ ତଳେ ନିଖୋଜ ହୋଇଥିଲେ
ମୃତଦେହଗୁଡ଼ିକ ଆସାମ- ମଣିପୁର ସୀମାର ଜିରିମୁଖରୁ ମିଳିଛି। ସେମାନଙ୍କୁ ଜିରିବାମ କ୍ୟାମ୍ପ ସମ୍ମୁଖରୁ ଅପହରଣ କରି ନିଆଯାଇଥିଲା।
National
ହସ୍ପିଟାଲରେ ଲାଗିଲା ନିଆଁ; ଜଳିଗଲେ ୧୦ ଶିଶୁ
ଗତ ରାତିରେ ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।
National
ରାଜଧାନୀରୁ ଧରା ହେଲା ୯୦୦ କୋଟି ଟଙ୍କାର କୋକେନ୍
ଦିଲ୍ଲୀରୁ କୋକେନ ଜବତ ହେବାର କିଛି ଘଣ୍ଟା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା।
National
୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା
ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ଇଞ୍ଜିନିୟର।