Advertisment

‘ବିଜେଡି ନେତା ଆଗକୁ ବିସ୍ଫୋରକ ତଥ୍ୟ ଦେବେ’

ଆଜି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଯେଉଁ ଦୁର୍ନୀତି ବିରୋଧୀ ମନ୍ତବ୍ୟ ଦେଇଛନ୍ତି ସେ କଥା ଆମେ ୧୦ ବର୍ଷ ଧରି କହି ଆସିଛୁ। କେବଳ ସେ ନୁହେଁ ସାରା ଓଡ଼ିଶାରେ ଏଭଳି ସ୍ଥିତି। ତାଙ୍କରି ଦଳର ନେତା ଏବେ ଦୁର୍ନୀତି ବିରୋଧରେ କହିବା ଆରମ୍ଭ କଲେଣି। ଆଗକୁ ଆହୁରି ତାଙ୍କ ଦଳର ଅନେକ ନେତା ଅନେକ କଥା ବାହାରକୁ ଆଣିବେ। ଯେତେବେଳେ ଶାସନ କ୍ଷମତାରେ ଥିଲେ ସେତେବେଳେ ଏକଥା ସଞ୍ଜୟ କହିଥିଲେ ଭଲ ହେଇଥାନ୍ତା। କିନ୍ତୁ […]

‘ବିଜେଡି ନେତା ଆଗକୁ ବିସ୍ଫୋରକ ତଥ୍ୟ ଦେବେ’

lalatendu

Advertisment

ଆଜି ବିଜେଡିର ଜଣେ ପ୍ରଭାବଶାଳୀ ନେତା ଯେଉଁ ଦୁର୍ନୀତି ବିରୋଧୀ ମନ୍ତବ୍ୟ ଦେଇଛନ୍ତି ସେ କଥା ଆମେ ୧୦ ବର୍ଷ ଧରି କହି ଆସିଛୁ। କେବଳ ସେ ନୁହେଁ ସାରା ଓଡ଼ିଶାରେ ଏଭଳି ସ୍ଥିତି। ତାଙ୍କରି ଦଳର ନେତା ଏବେ ଦୁର୍ନୀତି ବିରୋଧରେ କହିବା ଆରମ୍ଭ କଲେଣି। ଆଗକୁ ଆହୁରି ତାଙ୍କ ଦଳର ଅନେକ ନେତା ଅନେକ କଥା ବାହାରକୁ ଆଣିବେ। ଯେତେବେଳେ ଶାସନ କ୍ଷମତାରେ ଥିଲେ ସେତେବେଳେ ଏକଥା ସଞ୍ଜୟ କହିଥିଲେ ଭଲ ହେଇଥାନ୍ତା। କିନ୍ତୁ ଆଗକୁ ବିଜେଡ଼ିରୁ ବହୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।

Advertisment

Odisha Politics Bjd Govt. Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe