Advertisment

ଏମିତି ବୁଦ୍ଧି ଶିଖିଲା ବିଜେଡି

କେବଳ ତ୍ରୁଟିରୁ ଶିଖିଲେନି, ପଦ୍ମପୁର ଗଡ଼ ବଜାୟ ରଖିବାକୁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ସହ ଆଗକୁ ବଢ଼ିଲା ଦଳ। ଫସଲବୀମା ଯୋଜନା, ଇନ୍‌ପୁଟ୍‌ ସବ୍‌ସିଡି, ମଣ୍ଡି ଅବ୍ୟବସ୍ଥା, ରେଳ ପ୍ରକଳ୍ପ, କେନ୍ଦୁପତ୍ର, ପ୍ରାର୍ଥୀଙ୍କୁ ନେଇ ମନ୍ତବ୍ୟ ଭଳି ବିଜେପି ଯେଉଁ ପ୍ରସଙ୍ଗ ଉଠାଉଥିଲେ, ଗୋଟି ଗୋଟି କରି ସେହିସବୁ ଅସ୍ତ୍ରରେ କାଉଣ୍ଟର କରିଥିଲା ବିଜେଡି।

author-image
Debendra Prusty
ଏମିତି ବୁଦ୍ଧି ଶିଖିଲା ବିଜେଡି

bjd

କେବଳ ତ୍ରୁଟିରୁ ଶିଖିଲେନି, ପଦ୍ମପୁର ଗଡ଼ ବଜାୟ ରଖିବାକୁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ସହ ଆଗକୁ ବଢ଼ିଲା ଦଳ। ଫସଲବୀମା ଯୋଜନା, ଇନ୍‌ପୁଟ୍‌ ସବ୍‌ସିଡି, ମଣ୍ଡି ଅବ୍ୟବସ୍ଥା, ରେଳ ପ୍ରକଳ୍ପ, କେନ୍ଦୁପତ୍ର, ପ୍ରାର୍ଥୀଙ୍କୁ ନେଇ ମନ୍ତବ୍ୟ ଭଳି ବିଜେପି ଯେଉଁ ପ୍ରସଙ୍ଗ ଉଠାଉଥିଲେ, ଗୋଟି ଗୋଟି କରି ସେହିସବୁ ଅସ୍ତ୍ରରେ କାଉଣ୍ଟର କରିଥିଲା ବିଜେଡି।

Advertisment

Naveen Patnaik Padmapur Bjp BjD