Advertisment

ଯାଜପୁର ନେତାଙ୍କ ଉପରେ ଭରସା ତୁଟିଲା?

ଯାଜପୁର ନେତାଙ୍କ ଉପରୁ ତୁଟିଗଲା କି ଭରସା? ବବିଙ୍କୁ ଛାଡ଼ି, ବାଦ୍ ପଡ଼ିଲେ ସମସ୍ତ ଯାଜପୁର ନେତା। ଧାମନଗରରେ ମଙ୍ଗ ଧରିଲେ, ପରାଜିତ ହେଲେ। ପଦ୍ମପୁରରେ ରିକ୍ସ ନେବାକୁ ଚାହୁଁନି ଦଳ? ମୁଖିଆଙ୍କ ବିଶ୍ୱାସ ହରାଇଲେ କି ଏହି ନେତା?

author-image
Debendra Prusty
ଯାଜପୁର ନେତାଙ୍କ ଉପରେ ଭରସା ତୁଟିଲା?

jajpur

ଯାଜପୁର ନେତାଙ୍କ ଉପରୁ ତୁଟିଗଲା କି ଭରସା? ବବିଙ୍କୁ ଛାଡ଼ି, ବାଦ୍ ପଡ଼ିଲେ ସମସ୍ତ ଯାଜପୁର ନେତା। ଧାମନଗରରେ ମଙ୍ଗ ଧରିଲେ, ପରାଜିତ ହେଲେ। ପଦ୍ମପୁରରେ ରିକ୍ସ ନେବାକୁ ଚାହୁଁନି ଦଳ? ମୁଖିଆଙ୍କ ବିଶ୍ୱାସ ହରାଇଲେ କି ଏହି ନେତା?

Advertisment

Padmapur BjD Jajpur Bjd Leaders