Advertisment

ମହାଳୟା ପରେ ବିଜେଡିର ଲଟେରି ଲଗ୍ନ

ବେଶୀ ଦିନ ଚାପି ରଖିଲେ ବଢୁଛି ଅସନ୍ତୋଷ। ଦଳରେ ଭିତରେ କୁହୁଳୁଛି ବିଦ୍ରୋହର ନିଆଁ। ସେଥିପାଇଁ ଆଉ ଚାପି ରଖି ହେବିନି। କାରଣ ଦଳ ଯେତିକୁ ଫୁଲୁଛି ଦଳ ଭିତରେ ଥିବା ଅସନ୍ତୋଷ ସେତିକି ଫୁଲୁଛି। ଆଉ ନାହିଁ, ଏଥରେ ବାଣ୍ଟିବେ କର୍ପୋରେସନ୍ ଲଲିପପ୍। ନେତା ହେବେ ଖୁସ ଚାପି ହୋଇଯିବ ମନର ଅସନ୍ତୋଷ। ଧର୍ଯ୍ୟ ହୋଇଗଲାଣି ଲଗ୍ନ। ପିତୃପକ୍ଷ ଶେଷ ଅର୍ଥାତ ମହାଳୟା ପରେ ଏବଂ ଦଶହରା ଭିତରେ କୌଣସି ଗୋଟିଏ ଦିନ ବାହାରି ପାରେ […]

author-image
Debendra Prusty
ମହାଳୟା ପରେ ବିଜେଡିର ଲଟେରି ଲଗ୍ନ

lottery

ବେଶୀ ଦିନ ଚାପି ରଖିଲେ ବଢୁଛି ଅସନ୍ତୋଷ। ଦଳରେ ଭିତରେ କୁହୁଳୁଛି ବିଦ୍ରୋହର ନିଆଁ। ସେଥିପାଇଁ ଆଉ ଚାପି ରଖି ହେବିନି। କାରଣ ଦଳ ଯେତିକୁ ଫୁଲୁଛି ଦଳ ଭିତରେ ଥିବା ଅସନ୍ତୋଷ ସେତିକି ଫୁଲୁଛି। ଆଉ ନାହିଁ, ଏଥରେ ବାଣ୍ଟିବେ କର୍ପୋରେସନ୍ ଲଲିପପ୍। ନେତା ହେବେ ଖୁସ ଚାପି ହୋଇଯିବ ମନର ଅସନ୍ତୋଷ। ଧର୍ଯ୍ୟ ହୋଇଗଲାଣି ଲଗ୍ନ। ପିତୃପକ୍ଷ ଶେଷ ଅର୍ଥାତ ମହାଳୟା ପରେ ଏବଂ ଦଶହରା ଭିତରେ କୌଣସି ଗୋଟିଏ ଦିନ ବାହାରି ପାରେ ତିଥି। ତାକୁ ନେଇ ଏବେ ଯୋର ସୋରରେ ଚାଲିଛି ଅଙ୍କକଷା।

Advertisment

Naveen Patnaik Bjd Lottery Odisha Politics