ଓଡ଼ିଶାରେ ଅଫିସରରାଜ୍?

ଅଫିସରଙ୍କ ବଢ଼ିଯାଇଛି ଅହଙ୍କାର। ରାଜ୍ୟରେ ଅଫିସରରାଜ୍ ନେଇ ବିଧାନସଭା ବାହାରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏହା ଉପରେ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି ସୌମ୍ୟ।