Advertisment

ଓଡ଼ିଶାରେ ଅଫିସରରାଜ୍?

ଅଫିସରଙ୍କ ବଢ଼ିଯାଇଛି ଅହଙ୍କାର। ରାଜ୍ୟରେ ଅଫିସରରାଜ୍ ନେଇ ବିଧାନସଭା ବାହାରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏହା ଉପରେ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି ସୌମ୍ୟ।

author-image
Debendra Prusty
ଅଦ୍ୟତନ ହୋଇଛି
ଓଡ଼ିଶାରେ ଅଫିସରରାଜ୍?

bureacracy

ଅଫିସରଙ୍କ ବଢ଼ିଯାଇଛି ଅହଙ୍କାର। ରାଜ୍ୟରେ ଅଫିସରରାଜ୍ ନେଇ ବିଧାନସଭା ବାହାରେ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏହା ଉପରେ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି ସୌମ୍ୟ।

Advertisment

Bjd Politics Odisha Bureaucracy Officerraj