mla
Advertisment
ବ୍ଲକରେ ପଞ୍ଚାୟତ ସମିତି ବୈଠକ ଚାଲିଥିବା ସମୟରେ ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥୀ ସେଠୀ, ଜଣେ ମହିଳା ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଯେତେବେଳେ ବିଧାୟକଙ୍କୁ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ପ୍ରଶ୍ନ କରିଥିଲେ, ବିଧାୟକଙ୍କ ରାଗ ପଞ୍ଚମକୁ ଉଠିଗଲା, ରାଗରେ ମନଇଚ୍ଛା ମହିଳାଙ୍କୁ ଦୁର୍ବ୍ୟବହାର କଲେ। ଏ ନେଇ ବିଧାୟକଙ୍କ ବିରୋଧରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ଅସୀମା ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/mla.jpg)