Advertisment

ନବୀନ ସରକାରକୁ ଚ୍ୟାଲେଞ୍ଜ କଲେ ବିଜେଡି ସାଂସଦ

ଚକ୍ରାନ୍ତକାରୀଙ୍କ ବିରୋଧରେ ଲଢ଼େଇ ହେବ କହିଲେ ବିଜେଡି ସାଂସଦ। ଜଗତସିଂହପୁରର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ। `ଉପକୂଳ ରାଜପଥ ଛଡ଼ାଇ ନିଆଯାଇଛି, ଆମେ ଲଢ଼େଇ କରିବୁ!’ ଲଢ଼େଇରେ ସାମିଲ ହେବେ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ!

author-image
Debendra Prusty
ନବୀନ ସରକାରକୁ ଚ୍ୟାଲେଞ୍ଜ କଲେ ବିଜେଡି ସାଂସଦ

coastal highway

ଚକ୍ରାନ୍ତକାରୀଙ୍କ ବିରୋଧରେ ଲଢ଼େଇ ହେବ କହିଲେ ବିଜେଡି ସାଂସଦ। ଜଗତସିଂହପୁରର ବିଜେଡି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ। `ଉପକୂଳ ରାଜପଥ ଛଡ଼ାଇ ନିଆଯାଇଛି, ଆମେ ଲଢ଼େଇ କରିବୁ!’ ଲଢ଼େଇରେ ସାମିଲ ହେବେ ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ!

Advertisment

Bjd Mp Vs Bjd Govt Coastal Highway Rajashree Mallick Vs Odisha Govt