Advertisment

୧୦୦ ବର୍ଷର ସ୍ୱପ୍ନ ପାଇଁ ଦରକାର ଜଣେ ପ୍ୟାରୀ!

୧୦୦ ବର୍ଷ ଚାଲିବ ବୋଲି କହିଦେଲେ ଦଳ ଚାଲିଯିବନି। ଏଡେ ବଡ଼ ସ୍ୱପ୍ନ ପାଇଁ ଦରକାର ସେଡେବଡ଼ ଯୋଜନା। ଏ ଯାଏଁ ପ୍ୟାରୀଙ୍କ ଫର୍ମୁଲାରେ ଛିଡ଼ା ହୋଇଛି ବିଜେଡି। ଫର୍ମୁଲା ଯେତେ ପୁରୁଣା ହେଉଛି ଦଳରେ ସେତେ ଫାଟ ବଢୁଛି। ଦଳର ମଙ୍ଗୁଆଳ ମାନେ ନିଜ ସ୍ୱାର୍ଥରେ ବ୍ୟସ୍ତ। ରାଜନେତା ନିଷ୍କ୍ରିୟ ହେଉଛନ୍ତି, ଅମଲା ସକ୍ରିୟ ହେଉଛନ୍ତି।

୧୦୦ ବର୍ଷର ସ୍ୱପ୍ନ ପାଇଁ ଦରକାର ଜଣେ ପ୍ୟାରୀ!

pyari

Advertisment

୧୦୦ ବର୍ଷ ଚାଲିବ ବୋଲି କହିଦେଲେ ଦଳ ଚାଲିଯିବନି। ଏଡେ ବଡ଼ ସ୍ୱପ୍ନ ପାଇଁ ଦରକାର ସେଡେବଡ଼ ଯୋଜନା। ଏ ଯାଏଁ ପ୍ୟାରୀଙ୍କ ଫର୍ମୁଲାରେ ଛିଡ଼ା ହୋଇଛି ବିଜେଡି। ଫର୍ମୁଲା ଯେତେ ପୁରୁଣା ହେଉଛି ଦଳରେ ସେତେ ଫାଟ ବଢୁଛି। ଦଳର ମଙ୍ଗୁଆଳ ମାନେ ନିଜ ସ୍ୱାର୍ଥରେ ବ୍ୟସ୍ତ। ରାଜନେତା ନିଷ୍କ୍ରିୟ ହେଉଛନ୍ତି, ଅମଲା ସକ୍ରିୟ ହେଉଛନ୍ତି।

Advertisment

Naveen Patnaik Pyari Mohapatra BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe