Advertisment

ଇତିହାସ ରଚିଲା ବିଜେଡି!

ନବୀନ ବିନା ବିଜେଡି, ବିଜେଡି ବିନା ନବୀନ କଳ୍ପନା କରାଯାଇପାରେନା। ଏତେ ବଡ଼ ସଭାର ଆୟୋଜନ ହେଲେ ଦେଖାନଥିଲା ମୁଖିଆଙ୍କର। ନବୀନଙ୍କ ଅନୁପସ୍ଥିତି ଟାର୍ଗେଟ୍ କରିବା ପାଇଁ ବିଜେପିକୁ ଦେଲା ସୁଯୋଗ। ସାଧାରଣରେ ଚର୍ଚ୍ଚା- ନବୀନଙ୍କ ବିନା କ’ଣ ଚାଲିପାରିବ ବିଜୁ ଜନତା ଦଳ? ନବୀନ ହେଉଛନ୍ତି ଦଳର ବଳ, ସେ ହିଁ ଏକମାତ୍ର ସମ୍ବଳ!

ଇତିହାସ ରଚିଲା ବିଜେଡି!

bjd

Naveen Patnaik Bjd Made History Biju Janata Dal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe