Advertisment

'ମୋତେ ବିଜେଡି ଆକ୍ରମଣ ଯୋଜନା କରିଥିଲା'

ହାରିବା ଭୟରେ ଦାଦାଗିରି କରୁଛି ବିଜେଡି। ବିଜେପି ବୈଠକ ବେଳେ ଆକ୍ରମଣ କରୁଛନ୍ତି ଏବଂ ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ମୋତେ ଆକ୍ରମଣ କରିବାକୁ ଯୋଜନା କରିଥିଲେ, ହେଲେ ମହିଳା ମା’ମାନେ ମୋତେ ସୁରକ୍ଷା ଦେଇଥିଲେ ବୋଲି କହିଛନ୍ତି ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

'ମୋତେ ବିଜେଡି ଆକ୍ରମଣ ଯୋଜନା କରିଥିଲା'

pradip

Advertisment

ହାରିବା ଭୟରେ ଦାଦାଗିରି କରୁଛି ବିଜେଡି। ବିଜେପି ବୈଠକ ବେଳେ ଆକ୍ରମଣ କରୁଛନ୍ତି ଏବଂ ବିଜେପି କର୍ମୀଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି। ମୋତେ ଆକ୍ରମଣ କରିବାକୁ ଯୋଜନା କରିଥିଲେ, ହେଲେ ମହିଳା ମା'ମାନେ ମୋତେ ସୁରକ୍ଷା ଦେଇଥିଲେ ବୋଲି କହିଛନ୍ତି ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ।

Advertisment

Padmapur BjD Pradip Purohit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe