Advertisment

ବିଜେଡିର ନୂଆ ଗୁଇନ୍ଦା ଫୋର୍ସ

ନୂଆ ତରିକାରେ ବିଜେପି ଓ କଂଗ୍ରେସକୁ କାଉଣ୍ଟର କରିବ ବିଜେଡି। ବିରୋଧୀ ଦଳର ଭିତର କଥା ଜାଣିବ ସରକାରୀ ଦଳ। ନିଜ ଦଳର ନେତାଙ୍କ ଉପରେ ବି ଆଉ ପାଉନି ଭରସା। ଏଥିପାଇଁ ଦଳ ଗଢ଼ିଛି ନୂଆ ଗୁଇନ୍ଦା ବାହିନୀ। ଏମାନଙ୍କ ତଥ୍ୟକୁ ନେଇ ଦଳ ପାରହେବ ନିର୍ବଚନ ବୈତରଣୀ।

author-image
Debendra Prusty
ବିଜେଡିର ନୂଆ ଗୁଇନ୍ଦା ଫୋର୍ସ

bjd informer

ନୂଆ ତରିକାରେ ବିଜେପି ଓ କଂଗ୍ରେସକୁ କାଉଣ୍ଟର କରିବ ବିଜେଡି। ବିରୋଧୀ ଦଳର ଭିତର କଥା ଜାଣିବ ସରକାରୀ ଦଳ। ନିଜ ଦଳର ନେତାଙ୍କ ଉପରେ ବି ଆଉ ପାଉନି ଭରସା। ଏଥିପାଇଁ ଦଳ ଗଢ଼ିଛି ନୂଆ ଗୁଇନ୍ଦା ବାହିନୀ। ଏମାନଙ୍କ ତଥ୍ୟକୁ ନେଇ ଦଳ ପାରହେବ ନିର୍ବଚନ ବୈତରଣୀ।

Advertisment

Bjd Agents In Opposition Bjd Spy In Bjp Bjd Spy Team Spying For Bjd