ବିଜେଡିର ନୂଆ ଗୁଇନ୍ଦା ଫୋର୍ସ

ନୂଆ ତରିକାରେ ବିଜେପି ଓ କଂଗ୍ରେସକୁ କାଉଣ୍ଟର କରିବ ବିଜେଡି। ବିରୋଧୀ ଦଳର ଭିତର କଥା ଜାଣିବ ସରକାରୀ ଦଳ। ନିଜ ଦଳର ନେତାଙ୍କ ଉପରେ ବି ଆଉ ପାଉନି ଭରସା। ଏଥିପାଇଁ ଦଳ ଗଢ଼ିଛି ନୂଆ ଗୁଇନ୍ଦା ବାହିନୀ। ଏମାନଙ୍କ ତଥ୍ୟକୁ ନେଇ ଦଳ ପାରହେବ ନିର୍ବଚନ ବୈତରଣୀ।