/odisha-reporter/media/post_attachments/uploads/2022/06/bjd-draupadi.jpg)
bjd draupadi
ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ବିଜୁ ଜନତା ଦଳ ସମର୍ଥନ କରିବାର କାରଣ ବୁଝିବାରେ କୌଣସି ସମସ୍ୟା ନାହିଁ। କାରଣ, ଏନଡିଏ କରିଥିବା ରାଷ୍ଟ୍ରପତି ପ୍ରାର୍ଥୀ, ଜଣେ ଓଡ଼ିଆ, ଜଣେ ମହିଳା ଏବଂ ଜଣେ ଆଦିବାସୀ। ଆଦିବାସୀ ମହିଳା, ତାହା ପୁଣି ଓଡ଼ିଆ, ଓଡ଼ିଆ ଅସ୍ମିତାର କଥା କହି ପାଇଁ ସମର୍ଥନ କରୁଛି ବିଜେଡି। କିନ୍ତୁ ଏନଡିଏ’ର ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀଙ୍କ ନାମାଙ୍କନରେ ବିଜେଡିର ଉପସ୍ଥିତିର କାମ କ’ଣ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
