gadi check
Advertisment
ଆରମ୍ଭ କଲେ ଏ ସରକାରୀ ଚାକିରିଆଙ୍କ ଖେଳ। କେବଳ ବିଜେପି ଗାଡ଼ି ଚେକ କରୁଛନ୍ତି ଆଉ ବିଜେଡି ଗାଡ଼ି ସବୁ ପାସ କରିଦେଇଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ଦୋଳସାହି ବଜାରର ଘଟଣା। ଗାଡ଼ି ଚେକିଙ୍ଗକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।