Advertisment

ବିଜେପିର ୨ କୋଟି ଟଙ୍କାରେ ଗଠନ ହେଲା ବିଜେଡି!

”ବିଜେଡି ୨୫ ବର୍ଷରେ ପହାର୍ପଣ କରିଛି। ୧୯୯୭ ମସିହାରେ ଗଠନ ହୋଇଥିଲା ବିଜେଡି। ତେବେ ଗଠନ ପୂର୍ବରୁ ନବୀନ କୁଆଡ଼େ ଚାହୁଁଥିଲେ ବିଜେପିରେ ମିଶିଯିବା ପାଇଁ। ନବୀନଙ୍କୁ ସେ ସମୟରେ ବହୁ ବରିଷ୍ଠ ନେତା ମଧ୍ୟ ସମର୍ଥନ କରିଥିଲେ। ଦଳ ଭିତରୁ କିଛି ନେତା ଏହାକୁ ବିରୋଧ କରିବା ପରେ ବିଜେପିରେ ନ ମିଶି ଗଠନ ହେଲା ବିଜୁ ଜନତା ଦଳ। ସେ ସମୟରେ ଏହାର ଗଠନ ପାଇଁ ବିଜେପି ୨ କୋଟି ଟଙ୍କା ଦେଇଥିଲା। ଏହା […]

ଅଦ୍ୟତନ ହୋଇଛି
ବିଜେପିର ୨ କୋଟି ଟଙ୍କାରେ ଗଠନ ହେଲା ବିଜେଡି!

bjd

Advertisment

''ବିଜେଡି ୨୫ ବର୍ଷରେ ପହାର୍ପଣ କରିଛି। ୧୯୯୭ ମସିହାରେ ଗଠନ ହୋଇଥିଲା ବିଜେଡି। ତେବେ ଗଠନ ପୂର୍ବରୁ ନବୀନ କୁଆଡ଼େ ଚାହୁଁଥିଲେ ବିଜେପିରେ ମିଶିଯିବା ପାଇଁ। ନବୀନଙ୍କୁ ସେ ସମୟରେ ବହୁ ବରିଷ୍ଠ ନେତା ମଧ୍ୟ ସମର୍ଥନ କରିଥିଲେ। ଦଳ ଭିତରୁ କିଛି ନେତା ଏହାକୁ ବିରୋଧ କରିବା ପରେ ବିଜେପିରେ ନ ମିଶି ଗଠନ ହେଲା ବିଜୁ ଜନତା ଦଳ। ସେ ସମୟରେ ଏହାର ଗଠନ ପାଇଁ ବିଜେପି ୨ କୋଟି ଟଙ୍କା ଦେଇଥିଲା। ଏହା ପରେ ବିଜେଡି ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି। ନବୀନ ତାଙ୍କ ବିରୋଧରେ ଉଠିଥିବା ସ୍ୱରକୁ ଚପାଇବାରେ ବେଶ ସକ୍ଷମ ହୋଇଛନ୍ତି''। ବିଜେଡିର ଗଠନ ପଛରେ ଯେଉଁ ବରିଷ୍ଠ ନେତାଙ୍କର ଉଦ୍ୟମ ରହିଛି ତା ଭିତରୁ ଅନ୍ୟତମ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନୁଗୋ ବିଜେଡି ଗଠନ ନେଇ କ’ଣ କୁହନ୍ତି ଶୁଣନ୍ତୁ।

Advertisment

BjD Bjp Naveen Patnaik Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe