Advertisment

ଭୋଟ୍‌ ପାଇଁ ଘର ଜାଳିଦେଲା ବିଜେଡି!

ଧାମନଗର ଉପନିର୍ବାଚନ ଭୋଟକୁ ନେଇ ଘର ଜାଳିଦେଲେ ବିଜେଡି କର୍ମୀ। ଭୋଟ ବେଳେ ଜଣେ ବୃଦ୍ଧ ମହିଳା ପଦ୍ମକୁ ଭୋଟ ଦେବା ପାଇଁ କହିଥିଲେ। ହେଲେ ବିଜେଡି କର୍ମୀ ଶଙ୍ଖକୁ ଭୋଟ ଦେବାକୁ ଜୋରଜବସ୍ତି କରିବାକୁ ନେଇ ବିରୋଧ ହେବାରୁ ଜଣଙ୍କ ଘର ଜାଳିଦେଇଥିବା ଅଭିଯୋଗ ହୋଇଛି।

ଭୋଟ୍‌ ପାଇଁ ଘର ଜାଳିଦେଲା ବିଜେଡି!

dhamnagar violence

Advertisment

ଧାମନଗର ଉପନିର୍ବାଚନ ଭୋଟକୁ ନେଇ ଘର ଜାଳିଦେଲେ ବିଜେଡି କର୍ମୀ। ଭୋଟ ବେଳେ ଜଣେ ବୃଦ୍ଧ ମହିଳା ପଦ୍ମକୁ ଭୋଟ ଦେବା ପାଇଁ କହିଥିଲେ। ହେଲେ ବିଜେଡି କର୍ମୀ ଶଙ୍ଖକୁ ଭୋଟ ଦେବାକୁ ଜୋରଜବସ୍ତି କରିବାକୁ ନେଇ ବିରୋଧ ହେବାରୁ ଜଣଙ୍କ ଘର ଜାଳିଦେଇଥିବା ଅଭିଯୋଗ ହୋଇଛି।

Advertisment

Poll Violence Dhamnagar Violence Bjd Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe