/odisha-reporter/media/post_attachments/uploads/2022/09/bjd-4.jpg)
bjd
ଦିଲ୍ଲୀ ବିମାନବନ୍ଦର ଲାଉଞ୍ଜରେ ମଦ ପିଇ ମାତାଲ ହେଲେ ବିଜେଡି ବିଧାୟକ ଓ ନେତା। ପାଇଲଟଙ୍କ ସହ ଯୁକ୍ତିତର୍କ କରି ଅପମାନିତ ହେଲେ। ଘଟଣାକୁ ନେଇ ଦିଲ୍ଲୀଠୁ ଭୁବନେଶ୍ୱର ସବୁଠି ଚର୍ଚ୍ଚା। ରବିବାର ରାତିରେ ଭୁବନେଶ୍ୱର ଫେରିବା ସମୟରେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତିକ ବିମାନ ବନ୍ଦରର ଲାଉଞ୍ଜରେ ବିଜେଡିର ଜଣେ ଯୁବ ନେତା ତଥା ବିଧାୟକ ଓ ତାଙ୍କର ୧୨ରୁ ଅଧିକ ସହଯୋଗୀ ମଦ ପିଇ ମାତାଲ ହୋଇ ବୁଲିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
