Advertisment

ବିଜେଡିକୁ ବିଜେଡିର ପ୍ରଶ୍ନ

ଧାମନଗରରେ ବିଜେଡି ନେତାଙ୍କ ହଟହଟା। ଉପନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରଚାର ଜୋରଦାର ଚାଲିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ବିଜେଡି ନେତାମାନେ ପ୍ରଚାର କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିଛନ୍ତି। ବିଜେଡି କର୍ମୀଙ୍କ ଇଛା ବିରୋଧରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଛି। ମୁସ୍ତଫାପୁରରେ ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସ୍ୱାମୀ ପ୍ରତାପ ସାମଲ, ସମିତି ସଭ୍ୟ […]

ବିଜେଡିକୁ ବିଜେଡିର ପ୍ରଶ୍ନ

dhamnagar

Advertisment

ଧାମନଗରରେ ବିଜେଡି ନେତାଙ୍କ ହଟହଟା। ଉପନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରଚାର ଜୋରଦାର ଚାଲିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ବିଜେଡି ନେତାମାନେ ପ୍ରଚାର କରୁଥିବା ବେଳେ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିଛନ୍ତି। ବିଜେଡି କର୍ମୀଙ୍କ ଇଛା ବିରୋଧରେ ଅବନ୍ତୀଙ୍କୁ ପ୍ରାର୍ଥୀ କରିଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ଦେଖାଦେଇଛି। ମୁସ୍ତଫାପୁରରେ ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ପରିଷଦ ସଦସ୍ୟଙ୍କ ସ୍ୱାମୀ ପ୍ରତାପ ସାମଲ, ସମିତି ସଭ୍ୟ ଜଗବନ୍ଧୁ ପ୍ରଧାନ କର୍ମୀମାନଙ୍କୁ ନେଇ ବୈଠକ କରୁଥିଲେ। ଏତିକି ବେଳେ ସ୍ଥାନୀୟ ବିଜେଡି କର୍ମୀ ନେତାମାନଙ୍କ ଉପରେ ବର୍ଷିଛନ୍ତି। କଣ ପାଇଁ ରାଜୁଙ୍କ ଭଳି ଜଣେ ଶୃଙ୍ଖଳିତ ନେତା ଓ କର୍ମୀଙ୍କୁ ପ୍ରାର୍ଥୀ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

Advertisment

Bjd Infighting Bjd Politics Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe