ଲୁଚେଇ ଲୁଚେଇ କଣ ପିଉଛନ୍ତି?

ଧାମନଗର ଉପନିର୍ବାଚନରେ ବିଜେଡି କର୍ମୀ ରାଲି କରିବାକୁ ଆସି ମଦ ପିଉଥିବାର ଦେଖିବାକୁ ମିଳିଛି। ଲୁଚି ଲୁଚି ମଦ ପିଉଛନ୍ତି। ଦେଖନ୍ତୁ କିପରି ରାସ୍ତା କଡ଼ରେ ଠିଆ ହୋଇ ମଦ୍ୟପାନ କରୁଛନ୍ତି।