Advertisment

‘ବିଜେଡି କର୍ମୀ ମୋ ତଣ୍ଟି ଚିପି ଦେଲେ’

ତଳଗୋପବିନ୍ଧା ପାଇକସାହି, ୮ ନଂ ୱାର୍ଡରେ ରାତିରେ ୮ଟା ବେଳେ ରାଜନୈତିକ ହିଂସାକାଣ୍ଡ। ଦୁଇ ଗୁରୁତର। ବିଜେଡିର ୩୦ ଜଣ କର୍ମୀ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଶଶୀକାନ୍ତ ଜେନା, କୁମାରୀ ସଞ୍ଜୀବନୀ ବେହେରା ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ବୟସ୍କ ବୃଦ୍ଧ ସାମାନ୍ୟ ଆହତ ହୋଇଛନ୍ତି। ଏ ନେଇ ତିହିଡ଼ି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

author-image
Debendra Prusty
‘ବିଜେଡି କର୍ମୀ ମୋ ତଣ୍ଟି ଚିପି ଦେଲେ’

hinsakanda

ତଳଗୋପବିନ୍ଧା ପାଇକସାହି, ୮ ନଂ ୱାର୍ଡରେ ରାତିରେ ୮ଟା ବେଳେ ରାଜନୈତିକ ହିଂସାକାଣ୍ଡ। ଦୁଇ ଗୁରୁତର। ବିଜେଡିର ୩୦ ଜଣ କର୍ମୀ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଶଶୀକାନ୍ତ ଜେନା, କୁମାରୀ ସଞ୍ଜୀବନୀ ବେହେରା ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ବୟସ୍କ ବୃଦ୍ଧ ସାମାନ୍ୟ ଆହତ ହୋଇଛନ୍ତି। ଏ ନେଇ ତିହିଡ଼ି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment

Bjd Violence Dhamnagar Violence Election Violence