Advertisment

‘ବିଜେଡି କର୍ମୀ ମୋ ତଣ୍ଟି ଚିପି ଦେଲେ’

ତଳଗୋପବିନ୍ଧା ପାଇକସାହି, ୮ ନଂ ୱାର୍ଡରେ ରାତିରେ ୮ଟା ବେଳେ ରାଜନୈତିକ ହିଂସାକାଣ୍ଡ। ଦୁଇ ଗୁରୁତର। ବିଜେଡିର ୩୦ ଜଣ କର୍ମୀ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଶଶୀକାନ୍ତ ଜେନା, କୁମାରୀ ସଞ୍ଜୀବନୀ ବେହେରା ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ବୟସ୍କ ବୃଦ୍ଧ ସାମାନ୍ୟ ଆହତ ହୋଇଛନ୍ତି। ଏ ନେଇ ତିହିଡ଼ି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

‘ବିଜେଡି କର୍ମୀ ମୋ ତଣ୍ଟି ଚିପି ଦେଲେ’

hinsakanda

Advertisment

ତଳଗୋପବିନ୍ଧା ପାଇକସାହି, ୮ ନଂ ୱାର୍ଡରେ ରାତିରେ ୮ଟା ବେଳେ ରାଜନୈତିକ ହିଂସାକାଣ୍ଡ। ଦୁଇ ଗୁରୁତର। ବିଜେଡିର ୩୦ ଜଣ କର୍ମୀ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଶଶୀକାନ୍ତ ଜେନା, କୁମାରୀ ସଞ୍ଜୀବନୀ ବେହେରା ଗୁରୁତର ଭାବରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ବୟସ୍କ ବୃଦ୍ଧ ସାମାନ୍ୟ ଆହତ ହୋଇଛନ୍ତି। ଏ ନେଇ ତିହିଡ଼ି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment

Election Violence Dhamnagar Violence Bjd Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe