Advertisment

କୋଭିଡ୍ ନିୟମକୁ ଦଳିଦେଲେ ବିଜେଡି ବିଧାୟିକା

ରାଜ୍ୟରେ ଦୈନିକ ସଂକ୍ରମଣ 7 ହଜାରମୁହାଁ ହୋଇଛି ଏବଂ ଏହାର ମୁକାବିଲା ଲାଗି ସପ୍ତାହାନ୍ତ ସଟଡାଉନ୍ ଆରମ୍ଭ ହୋଇସାରିଲାଣି ।ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ଖୋଦ୍ ଶାସକ ଦଳର ବିଧାୟିକା ସରକାରୀ ନିତି ନିୟମକୁ କେବଳ ଯେ ଖୋଲାଖୋଲି ବେଖାତିର କରିଛନ୍ତି ତାହା ନୁହଁ ବରଂ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିଛନ୍ତି। ଦେଖନ୍ତୁ ଏହି ରିପୋର୍ଟରେ

ଅଦ୍ୟତନ ହୋଇଛି
କୋଭିଡ୍ ନିୟମକୁ ଦଳିଦେଲେ ବିଜେଡି ବିଧାୟିକା

maxresdefault (3)

Advertisment

ରାଜ୍ୟରେ ଦୈନିକ ସଂକ୍ରମଣ 7 ହଜାରମୁହାଁ ହୋଇଛି ଏବଂ ଏହାର ମୁକାବିଲା ଲାଗି ସପ୍ତାହାନ୍ତ ସଟଡାଉନ୍ ଆରମ୍ଭ ହୋଇସାରିଲାଣି ।ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ନେଉଛନ୍ତି କିନ୍ତୁ ଖୋଦ୍ ଶାସକ ଦଳର ବିଧାୟିକା ସରକାରୀ ନିତି ନିୟମକୁ କେବଳ ଯେ ଖୋଲାଖୋଲି ବେଖାତିର କରିଛନ୍ତି ତାହା ନୁହଁ ବରଂ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି କରୋନା ବିରୋଧୀ ଲଢେଇକୁ ଦୁର୍ବଳ କରିଛନ୍ତି। ଦେଖନ୍ତୁ ଏହି ରିପୋର୍ଟରେ

Advertisment

Odisha Reporter Atabira Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe