Advertisment

ବିଜେପିର ୩କୁ ବିଜେଡିର ୮

ବଡ଼ ବିଚିତ୍ର ସ୍ଥିତିରେ ଧାମନଗର ବିଜୟ ଆକଳନ। ବିଜେପି କହୁଛି ଜିତିବ ଆଉ ବିଜେଡି କହୁଛି ଜିତିଯାଇଛୁ। ବିଜେପିର ଆକଳନ ୩ରୁ ୪ ହଜାର ବିଜୟ ବ୍ୟାବଧାନ। ମହିଳା ଭୋଟ ଅଧିକ ପାଇଥିବାରୁ ବିଜେଡି ଆକଳନ ୮ ହଜାର। ତେବେ ନିର୍ଣ୍ଣାୟକ ହେବ ରାଜୁ ଦାସଙ୍କ ଭୋଟ।

ବିଜେପିର ୩କୁ ବିଜେଡିର ୮

bjd

Advertisment

ବଡ଼ ବିଚିତ୍ର ସ୍ଥିତିରେ ଧାମନଗର ବିଜୟ ଆକଳନ। ବିଜେପି କହୁଛି ଜିତିବ ଆଉ ବିଜେଡି କହୁଛି ଜିତିଯାଇଛୁ। ବିଜେପିର ଆକଳନ ୩ରୁ ୪ ହଜାର ବିଜୟ ବ୍ୟାବଧାନ। ମହିଳା ଭୋଟ ଅଧିକ ପାଇଥିବାରୁ ବିଜେଡି ଆକଳନ ୮ ହଜାର। ତେବେ ନିର୍ଣ୍ଣାୟକ ହେବ ରାଜୁ ଦାସଙ୍କ ଭୋଟ।

Advertisment

BjD Bjp Dhamnagar Result Victory Margin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe