ବିଜେପିର ୩ ମନ୍ତ୍ରକୁ ବିଜେଡିର ୨

ବିଜେପିର ୩ ମନ୍ତ୍ର ବନାମ ବିଜେଡିର ୨ ମନ୍ତ୍ର। ବିଜେପି ମନ୍ତ୍ର ବୁଥ ମଜଭୁତ, ସରକାର ବିରୋଧୀ ଆନ୍ଦୋଳନ, ମୋଦି ବାର୍ତ୍ତା। ବିଜେପି ଡରରେ ୩ ନୁହେଁ ୨ ମନ୍ତ୍ରରେ ଅଟକିଲା ବିଜେଡି। କେନ୍ଦ୍ର ଅବହେଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇପାରୁନି ଦଳ। ବିଜେଡି ନେତାଙ୍କ ନିର୍ମଳ ଭାବମୂର୍ତ୍ତି ନଥିବାରୁ ଡର ରହୁଛୁ ସିବିଆଇ ଏବଂ ଇଡିର।