mantra
Advertisment
ବିଜେପିର ୩ ମନ୍ତ୍ର ବନାମ ବିଜେଡିର ୨ ମନ୍ତ୍ର। ବିଜେପି ମନ୍ତ୍ର ବୁଥ ମଜଭୁତ, ସରକାର ବିରୋଧୀ ଆନ୍ଦୋଳନ, ମୋଦି ବାର୍ତ୍ତା। ବିଜେପି ଡରରେ ୩ ନୁହେଁ ୨ ମନ୍ତ୍ରରେ ଅଟକିଲା ବିଜେଡି। କେନ୍ଦ୍ର ଅବହେଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇପାରୁନି ଦଳ। ବିଜେଡି ନେତାଙ୍କ ନିର୍ମଳ ଭାବମୂର୍ତ୍ତି ନଥିବାରୁ ଡର ରହୁଛୁ ସିବିଆଇ ଏବଂ ଇଡିର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/mantra.jpg)