Advertisment

କୁଆଡେ ଗାୟବ ଥିଲେ ମନ୍ତ୍ରୀ ?

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦିବ୍ୟ ଶଙ୍କରଙ୍କର ନୂଆ ଭିଡିଓ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମନ୍ତ୍ରୀ ଟୁର୍ ପ୍ରୋଗ୍ରାମ ଦେଖାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ମିଥ୍ୟା ତଥ୍ୟ ଦେଇଥିବାରୁ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ ।

କୁଆଡେ ଗାୟବ ଥିଲେ ମନ୍ତ୍ରୀ  ?

DIBYASANKAR_VIRAL VIDEO_TH

Advertisment

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦିବ୍ୟ ଶଙ୍କରଙ୍କର ନୂଆ ଭିଡିଓ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମନ୍ତ୍ରୀ ଟୁର୍ ପ୍ରୋଗ୍ରାମ ଦେଖାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେପି । ମିଥ୍ୟା ତଥ୍ୟ ଦେଇଥିବାରୁ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ ।

Advertisment

Odisha Reporter Lekhashree Samantsinghar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe