Advertisment

ବଙ୍ଗଳାରେ କଡ଼ ଲେଉଟାଇବ ବିଜେପି!

ପଶ୍ଚିମବଙ୍ଗ ରାଜ୍ୟପାଳ ପଦ ପାଇଁ ଦୌଡରେ ଅଛନ୍ତି ମୁକତାର ଆବାସ ନାକଭି। ବିଜେପି ଶିବିର ନାକଭିଙ୍କୁ ପଶ୍ଚିମବଙ୍ଗରେ ଥଇଥାନ କରିବାକୁ ଯୋଜନା କରୁଛନ୍ତି। ଉତ୍ତରପ୍ରଦେଶର ଏହି ସିଆ ମୁସଲିମ ନେତା ନିକଟରେ କେନ୍ଦ୍ରମନ୍ତ୍ରୀମଣ୍ଡଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

author-image
Debendra Prusty
ବଙ୍ଗଳାରେ କଡ଼ ଲେଉଟାଇବ ବିଜେପି!

muktar

ପଶ୍ଚିମବଙ୍ଗ ରାଜ୍ୟପାଳ ପଦ ପାଇଁ ଦୌଡରେ ଅଛନ୍ତି ମୁକତାର ଆବାସ ନାକଭି। ବିଜେପି ଶିବିର ନାକଭିଙ୍କୁ ପଶ୍ଚିମବଙ୍ଗରେ ଥଇଥାନ କରିବାକୁ ଯୋଜନା କରୁଛନ୍ତି। ଉତ୍ତରପ୍ରଦେଶର ଏହି ସିଆ ମୁସଲିମ ନେତା ନିକଟରେ କେନ୍ଦ୍ରମନ୍ତ୍ରୀମଣ୍ଡଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

Advertisment

Mamata Banerjee Muktar Abbas Naqvi West Bengal Governor