କାଶ୍ମୀରରେ ବିଜେଡି ଫର୍ମୁଲା

କାଶ୍ମୀରରେ ଆଜଦଙ୍କ ବିଜେଡି ଫର୍ମୁଲା। କଂଗ୍ରେସରୁ ଅଲଗା ହେବାପରେ ଗଢିପାରନ୍ତି ନୂଆଦଳ। ବିଜେଡି ଭଳି ବିଜେପି ଆଜାଦଙ୍କୁ କରିବ ସାହାଯ୍ୟ! ରାଜ୍ୟସଭାରେ ମୋଦିଙ୍କ ପ୍ରଶଂସାରୁ ମିଳିଛି ସଙ୍କେତ।