Advertisment

‘ଭୋଟ ଦେଇଥିବାରୁ ଧନ୍ୟବାଦ’

ଭୋଟ ଦେଇଥିବାରୁ ଦ୍ବାର ଦ୍ବାର ବୁଲି ଧନ୍ୟବାଦ ଜଣାଉଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଦିନ ରାତି ଗାଁକୁ ଗାଁ ବୁଲୁଛନ୍ତି । ଗୁରୁଜନ ଦେଖିଲେ ଗୋଡ଼ ତଳେ ପଡ଼ି ଯାଉଛନ୍ତି ବୟସ୍କଙ୍କୁ ଦେଖିଲେ ହାତ ଯୋଡୁଛନ୍ତି।

‘ଭୋଟ ଦେଇଥିବାରୁ ଧନ୍ୟବାଦ’

dhamnagar

Advertisment

ଭୋଟ ଦେଇଥିବାରୁ ଦ୍ବାର ଦ୍ବାର ବୁଲି ଧନ୍ୟବାଦ ଜଣାଉଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଦିନ ରାତି ଗାଁକୁ ଗାଁ ବୁଲୁଛନ୍ତି । ଗୁରୁଜନ ଦେଖିଲେ ଗୋଡ଼ ତଳେ ପଡ଼ି ଯାଉଛନ୍ତି ବୟସ୍କଙ୍କୁ ଦେଖିଲେ ହାତ ଯୋଡୁଛନ୍ତି।

Advertisment

Dhamangar Mla Bjp Mla Suryabanshi Suraj Dhamnagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe