Advertisment

ସମସ୍ତେ ଜାଣିଛନ୍ତି କୁଳମଣିଙ୍କ ହତ୍ୟା ପଛରେ କିଏ ?

କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଏହାସହିତ ସେ କହିଛନ୍ତି ଆଗାମୀ 15 ଦିନ ମଧ୍ୟରେ ଥାନାକୁ ଯାଇ ସମସ୍ତ ରାଜନୈତିକ ହତ୍ୟାାକାଣ୍ଡ ବାବଦରେ ବୁଝିବେ।

ଅଦ୍ୟତନ ହୋଇଛି
ସମସ୍ତେ ଜାଣିଛନ୍ତି କୁଳମଣିଙ୍କ ହତ୍ୟା ପଛରେ କିଏ ?

0095 TH

Advertisment

କଟକ ଜିଲ୍ଲା ସାଲେପୁରର ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଏହାସହିତ ସେ କହିଛନ୍ତି ଆଗାମୀ 15 ଦିନ ମଧ୍ୟରେ ଥାନାକୁ ଯାଇ ସମସ୍ତ ରାଜନୈତିକ ହତ୍ୟାାକାଣ୍ଡ ବାବଦରେ ବୁଝିବେ।

Advertisment

BjD Naveen Patnaik Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe