Advertisment

ପିଲା ଦିନ କଥା ମନେପକାଇଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଆଜି ଦିନିକିଆ ଗସ୍ତରେ ଆସି ବରଗଡ଼ ଜିଲ୍ଲାର କଟାପାଲି ଗ୍ରାମରେ ପହଞ୍ଚିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କ ମାମୁଘର ଗାଁ କଟାପାଲିରେ ଜଣେ ସଂପର୍କୀୟଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି।

author-image
Hemant Lenka

BJP National Vice President