Advertisment
ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ଦାବିରେ ପୁରୁଣା ଭୁବନେଶ୍ୱରରେ ବିଜେପି ପକ୍ଷରୁ ପଦଯାତ୍ରା, ମନ୍ଦିରମାଳିନୀ ସହରରେ ମନ୍ଦିର ସୁରକ୍ଷା ଦାବିରେ ପଦଯାତ୍ରା। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ପ୍ରତିବାଦ କରିଛି ।