Advertisment

ବିଜେଡି ବିଭାଜନ-ଉସକାଉଛି ବିଜେପି!

ବିଜେଡି ଭିତରେ ଏକନାଥ ସିନ୍ଦେଙ୍କୁ ଖୋଜୁଛି ଓଡ଼ିଶା ବିଜେପି! ବିଜେଡିକୁ ଫଟାଇବା ପାଇଁ ବିଜେପି ଦେଇଛି ଆହ୍ୱାନ! ଉଦ୍ଧବ ଠାକରେଙ୍କଠାରୁ ନିଜ ନେତାଙ୍କୁ ଅଧିକ ନିର୍ଯ୍ୟାତନା ଦେଉଛନ୍ତି କି ନବୀନ! ବିଜେଡି ଭାଙ୍ଗିବା ନେଇ ବିଜେପି ନେତା ଜାରି କରିଛନ୍ତି ଏମିତି ଏକ ବୟାନ।

author-image
Debendra Prusty
ବିଜେଡି ବିଭାଜନ-ଉସକାଉଛି ବିଜେପି!

bdj

ବିଜେଡି ଭିତରେ ଏକନାଥ ସିନ୍ଦେଙ୍କୁ ଖୋଜୁଛି ଓଡ଼ିଶା ବିଜେପି! ବିଜେଡିକୁ ଫଟାଇବା ପାଇଁ ବିଜେପି ଦେଇଛି ଆହ୍ୱାନ! ଉଦ୍ଧବ ଠାକରେଙ୍କଠାରୁ ନିଜ ନେତାଙ୍କୁ ଅଧିକ ନିର୍ଯ୍ୟାତନା ଦେଉଛନ୍ତି କି ନବୀନ! ବିଜେଡି ଭାଙ୍ଗିବା ନେଇ ବିଜେପି ନେତା ଜାରି କରିଛନ୍ତି ଏମିତି ଏକ ବୟାନ।

Advertisment

Eknath Sinde In Bjd Odisha Eknath Sinde