ହୋଇଛି କି ୧୦୦ କୋଟିର କିକ୍‌ ବ୍ୟାକ୍‌?

ରାଫେଲ ଡିଲ ଖବର ନେଇ ଆପତ୍ତି ଉଠିଲା ବିଜେପି । ସୁପ୍ରିମକୋର୍ଟ କ୍ଲିନଚିଟ ଦେବା ପରେ କାହିଁକି ଉଠାଉଛି କଂଗ୍ରେସ । ମୋଦି ସରକାରଙ୍କ ଡ଼ିଲ ନେଇ ସିଏଜି ସ୍ପଷ୍ଟ କରିସାରିଛନ୍ତି । INC ହେଉଛି ଆଇ ନିଡ କମିଶନ ।ଇଟାଲୀରେ ରହି ଆରାମ କରୁଥିଲେ ରାହୁଲ।