ହୋଇଛି କି ୧୦୦ କୋଟିର କିକ୍‌ ବ୍ୟାକ୍‌?

ରାଫେଲ ଡିଲ ଖବର ନେଇ ଆପତ୍ତି ଉଠିଲା ବିଜେପି । ସୁପ୍ରିମକୋର୍ଟ କ୍ଲିନଚିଟ ଦେବା ପରେ କାହିଁକି ଉଠାଉଛି କଂଗ୍ରେସ । ମୋଦି ସରକାରଙ୍କ ଡ଼ିଲ ନେଇ ସିଏଜି ସ୍ପଷ୍ଟ କରିସାରିଛନ୍ତି । INC ହେଉଛି ଆଇ ନିଡ କମିଶନ ।ଇଟାଲୀରେ ରହି ଆରାମ କରୁଥିଲେ ରାହୁଲ।

maxresdefault (2) (1)

Manasi Mohapatra
  • Published: Wednesday, 10 November 2021
  • , Updated: 10 November 2021, 05:15 PM IST

ରାଫେଲ ଡିଲ ଖବର ନେଇ ଆପତ୍ତି ଉଠିଲା ବିଜେପି । ସୁପ୍ରିମକୋର୍ଟ କ୍ଲିନଚିଟ ଦେବା ପରେ କାହିଁକି ଉଠାଉଛି କଂଗ୍ରେସ । ମୋଦି ସରକାରଙ୍କ ଡ଼ିଲ ନେଇ ସିଏଜି ସ୍ପଷ୍ଟ କରିସାରିଛନ୍ତି । INC ହେଉଛି ଆଇ ନିଡ କମିଶନ ।ଇଟାଲୀରେ ରହି ଆରାମ କରୁଥିଲେ ରାହୁଲ।

https://www.youtube.com/watch?v=_sbn_PuI9bk

Related story