Advertisment

ବିଜେପି ଆପଣେଇବ ବେଙ୍ଗଲ ଫର୍ମୁଲା

ପୁରୀରେ ଚାଲିଛି ବିଜେପିର ଟ୍ରେନିଂ ସେସନ୍। ଏଥିରେ ଅନେକ ନେତା ଅନେକ କଥା କହୁଛନ୍ତି। ଟ୍ରେନିଂରୁ ଗୁରୁମନ୍ତ୍ର ନେଇ ବିଜେପି ନେତାମାନେ ଯିବେ ଏବଂ ସରକାରଙ୍କ ବିରୋଧରେ ଲଢେଇ ଜୋରଦାର କରିବେ। ରାଜ୍ୟରେ ବିଜେପି ସରକାର ଗଠନ ନେଇ ଏବେଠାରୁ ଦଳ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

author-image
Debendra Prusty
ବିଜେପି ଆପଣେଇବ ବେଙ୍ଗଲ ଫର୍ମୁଲା

bjp

ପୁରୀରେ ଚାଲିଛି ବିଜେପିର ଟ୍ରେନିଂ ସେସନ୍। ଏଥିରେ ଅନେକ ନେତା ଅନେକ କଥା କହୁଛନ୍ତି। ଟ୍ରେନିଂରୁ ଗୁରୁମନ୍ତ୍ର ନେଇ ବିଜେପି ନେତାମାନେ ଯିବେ ଏବଂ ସରକାରଙ୍କ ବିରୋଧରେ ଲଢେଇ ଜୋରଦାର କରିବେ। ରାଜ୍ୟରେ ବିଜେପି ସରକାର ଗଠନ ନେଇ ଏବେଠାରୁ ଦଳ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

Advertisment

Bengal Strategy Odisha Reporter Odisha Bjp